Audio

Forum

Read

Contests

Language


Write

Sign in
Wohoo!,
Dear user,
ବର୍ଷା-ତୁମ ପାଇଁ ଦି ଧାଡି
ବର୍ଷା-ତୁମ ପାଇଁ ଦି ଧାଡି
★★★★★

© Ram Prasad Bisoi

Others

1 Minutes   1.4K    9


Content Ranking

ବର୍ଷା-ତୁମ ପାଇଁ ଦି ଧାଡି
 
ବର୍ଷା ହଠାତ ଆସ,
ଆଉ
ଚାଲିଯାଅ,
ଦେହେରେ ମତାଇ ଦେଇ
ବିଭୀଷିକାର ତାଣ୍ଡବ
ସବୁ ସହି ନିଏ
ତୁମ ଉତ୍ପାତ
କାରଣ,
ମୁଁ ତୁମ 
ଵିଚରା ପ୍ରେମିକଟିଏ-----!
 ©®କାଶ୍ୟପ,     ରାୟଗଡା।
 
 
 
 

ବର୍ଷା-ତୁମ ପାଇଁ ଦି ଧାଡି

Rate the content


Originality
Flow
Language
Cover design

Comments

Post

Some text some message..