Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajat Kumar Nayaj

Others

2  

Rajat Kumar Nayaj

Others

ପରିଚୟ

ପରିଚୟ

1 min
6.7K


ଅତି ପରିଚିତ ଥିଲା ସେ ଚେହେରାଟା 

ହେଲେ ପରିଚୟଟା ଅଧରର କାଳ୍ପନିକ 

ହସ ଭିତରେ ସୀମିତ ଥିଲା ......

ଏକ ସମ୍ପର୍କ ଥିଲା 

ହେଲେ ସେ ସମ୍ପର୍କଟା 

ବିକ୍ଷିପ୍ତ ଭାବନାର ଚକ୍ରବ୍ୟୁହରେ 

ସଂକୁଚିତ ହେଇଯାଇଥିଲା ....

ଆଜି ସେ ପରିଚିତ ଚେହେରାର 

ପରିଚୟ ପାଇ ଯାଇଛି 

କିନ୍ତୁ ......

ପରିଚୟଟା ହଟ୍ସଆପ୍, ଫେସବୁକ୍ 

ଆଉ Can i call u

ଭିତରେ ଶ୍ଵାସରୁଦ୍ଧ ହେଇଯାଇଛି.....।

(ରଜତ କୁମାର ନାୟକ)


Rate this content
Log in