Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract Inspirational

2  

Mamatamanjari Das

Abstract Inspirational

ସମୟ

ସମୟ

1 min
6.9K


ସମୟ କହୁଛି ସଚେତନ

ହୁଅ ଆରେ ଅବୁଝା ମଣିଷ

ଜାଗ୍ରତ ହୋଇ କାର୍ଯ୍ୟ ତୁ ନକଲେେ

ସୃଷ୍ଟିିିର ହେବ ବିନାଶ ।

ସମୟ ଚକ୍ରଟି ବଡ ଯେ

ବିଚିତ୍ର ଘୂରେ ଚକ୍ରଟିିିଏ ପରି

ବେଳହୁଁ ଯଦି ତୁ

ସଜାଗ ନହେବୁୁ

ସମୟଟା ଯିବ ସରି ।

ରାଗ ,ଅନୁୁୁରାଗ ବନ୍ଧନ

ପୀରତି ରଖିଥା ସବୁ ସଜାଡି

ଉଚିତ ସମୟେ କାର୍ଯ୍ୟରେ ଲଗାଇ

ସମ୍ପର୍କକୁ ଦେବୁ ଯୋଡି ।

ବିଧିର ବିିଧାନେ ସବୁ ଆତ ଯାତ

ହୁଅନ୍ତି ଏ ପୃୃୃଥିବୀରେ

ଅନ୍ୟର ହିତରେ ସମୟଟି ଦେଲେ

ଯଶ ରହିବ ମହୀରେ ।

ମମତା ମଞ୍ଜରୀ ଦାସ

କଟକ


Rate this content
Log in

Similar oriya poem from Abstract