ଗଣତନ୍ତ୍ର-2
ଗଣତନ୍ତ୍ର-2
ଗଣତନ୍ତ୍ର (2)
ବୋଧହୁଏ ମୁଁ କିଛି ଭୁଲ୍ ଲେଖିଦେଲି
କାହିଁକି ନା -କିଛି ଲୋକ
ମୋର ପ୍ରଥମ ଲେଖା( ଗଣତନ୍ତ୍ର -1)ପଢିଲେ
କିଛି ଲୋକନ୍କର ମୁଂହ ଖଟା ପଡିଗଲା
ଆଉ କିଛି ଲୋକ ମନେ ମନେ ହସିଲେ
କାହିଁକି ନା ,ଭାବିଲେ !
ଯାହାହେଉ ଆମ ଭଳି ଏ ଦେଶରେ
କିଛି ଲୋକ ତ ! ଅଛନ୍ତି ...
ମୁଁ ତ ବିସ୍ମିତ ,ଆଶ୍ଚର୍ଜ୍ୟ ମଧ୍ୟ
ଛି -ଏମିତି ବି ଲୋକ ଅଛନ୍ତି ?
ଇଏ କି ଗଣତନ୍ତ୍ର ...
ଇଏ କି ସ୍ବାଧିନତା ...
ଯାହାକୁ ସନ୍ ମାନ ଦିଆଯାଏ ନାହିଁ
କି-ସନ୍ ମାନ ଦେବାପାଇଁ
କାହାର ଆନ୍ତରିକତା ନାହିଁ...
ହଁ -ଅଛି
ଆଉ ସେହି ମାନେ ହିଁ ପାଳନ କରନ୍ତି ...
ଗଣତନ୍ତ୍ର ,ସ୍ବାଧିନତା ଦିବସ ଭଳି ଦିନ
କିଏ ?
ଯାହାର ସ୍ବାର୍ଥ ଥାଏ
ଲୋକଂକୁ ଦେଖେଇ ହୋଇ
ବାଃ -ବାଃ ନବା ପାଇଁ
ଆଉ ଭାଷଣ ବାଜି ପାଇଁ
ତ୍ରିରନ୍ଗା ଉଡୁ ! ତଳେ ଖସିପଡୁ
ବା -ରାତିରେ ଫର ଫର ହୋଇ ଉଡୁ
ସେଥିରେ କିଛି ଜାଏ ,ଆସେ ନାହିଁ ...
ଏହି ତ ! ଆମ ଗଣତନ୍ତ୍ର .....