Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anonymous None

Inspirational

3  

Anonymous None

Inspirational

ନିଜକୁ ପଚାର

ନିଜକୁ ପଚାର

1 min
6.6K


ନିଜକୁ ପଚାର

କେତେଦିନ ଏମିତି ନିଷ୍ପାପ ଫୁଲ

ଅଦିନେ ମଉଳୁ ଥିବ

କେତେଥର ଆଉ ପିପାସୁ ସାଜି

ଶୈଶବକୁ ଲୁଟୁଥିବ ??

ଶିଶୁ... !

ସେ ତ ଜାଣେନା ତଉଲ

ପାପ ଅବା ପୂଣ୍ୟର

ହେଲେ ତମେ ତ ଜାଣ ଭାଗମାପ

ଠିକ ଆଉ ବେଠିକର ... !!

କେମିତି ହେଲ ତମେ ଏତେ ବର୍ବର

ମଣିଷ ମୁଖାଧାରୀ ଜୀବ ?

ମଣିଷ ଚର୍ମେ ପିଶାଚ ପ୍ରକୃତି

ଅମୃତ ନାମେ ଭୀଷଣ ବିଷଫଳ

ନିଜକୁ ଚିହ୍ନ,ନିଜକୁ ପଚାର

ଥରେ ନିଜ ସହ ଦେଖା କର

ପାଇଯିବ ନିଶ୍ଚେ ସଠିକ ହିସାବ

ତମ ‘’ଭୁଲ’’ ଆଉ “ଠିକ”ର !!

-ଶାଶ୍ୱତୀ କର


Rate this content
Log in

More oriya poem from Anonymous None

Similar oriya poem from Inspirational