Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

2  

Minakshi Samal

Others

ଇଏ କିଏ

ଇଏ କିଏ

1 min
102


ବାଲୁ ବାଲୁ ହୋଇ ଚାହୁଁଥିଲେ

ହାତରେ ନିଆଁହୁଳା ନେଇ ସେମାନେ

ଭାବୁଥିଲେ କିଏ ଏଇ ଆଗନ୍ତୁକ!

ଅଦ୍ଭୁତ ବେଶଭୂଷା ତା'ର

ପରିପାଟୀରୁ ତ ଆମ ଇଲାକାର 

ବୋଲି ବୋଧ ହେଉନି।

ମନରେ ଆସୁଛି ପ୍ରଶ୍ନବାଚୀ?

କାହିଁକି ଆସିଛି ଇଏ?

କ'ଣ ୟା'ର ଉଦ୍ଦେଶ୍ୟ?

ହଠାତ ୟା'ର ଉପସ୍ଥିତି

କେମିତି କେମିତି ଲାଗୁଛି

ମନରେ ଉଠୁଛି ଅନେକ ପ୍ରଶ୍ନବାଚୀ।

ରହିବାକୁ ହେବ ଜାଗ୍ରତ

ଆଖି,କାନ,ରଖିବାକୁ ହେବ ଖୋଲା

ଜାଣିବାକୁ ହେବ ଅଭିପ୍ରାୟ ୟା'ର

ଭଲ ହେଲେ ହେବ ଆମ ବନ୍ଧୁ

ନହେଲେ ହରାଇବ ଇଏ 

ନିଜର ଅମୂଲ୍ୟ ଜୀବନ।


Rate this content
Log in