Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଖ)

ରତ୍ନାକର ଚମ୍ପୂ (ଖ)

1 min
364


ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)

 (2)

ରାଗ - ବସନ୍ତ -ତ୍ରିପଟା


ଖଞ୍ଜନ ଗଞ୍ଜନାକ୍ଷୀ ଆହାରେ ପ୍ରାଣସଖି .

ନ ଘେନିଲୁ ତ ମୋ ବାଣୀ ରେ(ଘୋଷା)

 ଖମଣି ସୂତାତଟ,ବିଟ ସେ ନନ୍ଦଚାଟ

ବୋଲି ନଥିଲୁ ଏହା ଜାଣି ରେ (1)

ଖୁରିକେ ସେ କିଶୋର –ବର ତରଳତର

ଭୂଭଙ୍ଗୀ ଦିଏ ଦମ୍ଭ ହାଣି ରେ(2)

ଖଣ୍ଡିବ ସତୀବ୍ରତ ବୋଲି ତାର ନେତ୍ରାନ୍ତ –

ଶରକୁ ରଖିଛି ସେ ଶଣି ରେ (3)

ଖଟି ହରିଚନ୍ଦନ କହେ ନ ଜାଣୁ ଧନ,

ବୋଲି ମୋହନ ବଂଶୀପାଣି ରେ (4)



Rate this content
Log in

Similar oriya poem from Classics