Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arabinda Mishra

Abstract

2  

Arabinda Mishra

Abstract

ତୁମେ

ତୁମେ

1 min
399


ଯାହାକୁ ଦେଖିବାକୁ,ଇଛା ହେଲାପରେ

ସପନକୁ ଅନୁରୋଧ କରେ

ସପନର ଇର୍ଷାକୁ,ଇର୍ଷା କଲାପରେ

ଆଜିବି ଅଛ ସେତିକି ଦୂରେ

ଅନୁଭବ କରିବାକୁ,ମନ ବହୁଦୂରେ

ଫେରେନି ଦେଖି ଦେଲାପରେ

ସାଇତିଛି ପ୍ରେମକୁ,ବଢିବଢି ମରେ

କମିବକି ତୁମେ ଆସିଗଲା ପରେ



Rate this content
Log in