Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଅନ୍ତଃସ୍ୱର-୨୫

ଅନ୍ତଃସ୍ୱର-୨୫

1 min
1.1K


(୧)

ଶବ୍ଦ

ଗଛରୁ କିଛି ଝଡି ଯାଇଥିବା

ଶୁଖିଲା ପତ୍ର,

(୨)

ନିରାଵତାରେ ପବନର ଶିହିରଣେ

କାନକୁ ସୁଲୁ ସୁଲୁ ଅବୁଝା ଭାଷାରେ କହୁଥିବା

କିଛି କଥା,

(୩)

ପାର୍କର ଖାଲି ପଡିଥିବା ବେଞ୍ଚ ଉପରେ

ପବନ ନେଇ ଆସି ଅଯାଚିତ ଭାବେ

କୁଢ଼ କରିଥିବା କିଛି ଶୁଖିଲାଫୁଲ-------!

କାଶ୍ୟପ,ରାୟଗଡା .


Rate this content
Log in