Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

saroj sahu

Romance

2  

saroj sahu

Romance

ଅନାମିକା ନାୟିକା

ଅନାମିକା ନାୟିକା

1 min
1.5K


ଏ କାହାର ଦେହ ବାସ୍ନା 

ସାରା ରାତି ଉନ୍ମାଦନା 

ଖେଳାଏ ମନ ଓ ଶରୀରେ

କାହାର ସେ ଛାଇ ଘୁରିବୁଲେ 

ମୋ ପାସେ ପାସେ, 

ଏକାନ୍ତକୁ ଦୁରେଇ

କାହାର ସେ ପାଉଁଜିର 

ଛମ ଛମ, କାଚ ଶଙ୍ଖାର 

ରୁଣୁଝୁଣୁ ସଙ୍ଗୀତ ମୁର୍ଚ୍ଛନା


ନା ଶୋଇ ଦିଏ, 

ନା ଚେଇଁ ବସି ଦିଏ

କିଏ ସେ ନାୟିକା, 

ବୁଝି ବି ହୁଏନା

କଳ୍ପନାର ସାଥି ଟିଏ, 

ସେତ ଅନାମିକା ନାୟିକା


ସରୋଜ କୁମାର ସାହୁ, ସମ୍ବଲପୁର


Rate this content
Log in