Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

2  

Amiya Bej

Others

✨✨ ଆତ୍ମଗାଥା ଏକ ନଦୀ ର ✨✨

✨✨ ଆତ୍ମଗାଥା ଏକ ନଦୀ ର ✨✨

1 min
1.4K


✨✨ ଆତ୍ମଗାଥା ଏକ ନଦୀ ର ✨✨

ସମୁଦ୍ର !
କ'ଣ-
ଗୋଟେ ବିରହିଣୀର ଚିର ଇପ୍-ସିତ ପ୍ରେମିକ ?
ବେଳେ ,

ପ୍ରେମ ଆବୋଶରେ କରେ ଲବଣାକ୍ତ ,
ବେଳେ , ହୋଇଯାଏ ଅବୁଝା ,

ଅମାନିଆ , ଅଶାନ୍ତ ...।।।
ସମୁଦ୍ର !
ସତେ ଜଣେ ବିଶ୍ୱସ୍ତ ପ୍ରେମିକ ,
ତା' ପାଖେ ଝାସିହେବ ସର୍ବସ୍ୱ ।।

✨-  ଅମିୟ


Rate this content
Log in