Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
#ଆସିଛି ଶ୍ରାବଣ ନାହିଁ କିନ୍ତୁ ଶ୍ରାବଣୀ
#ଆସିଛି ଶ୍ରାବଣ ନାହିଁ କିନ୍ତୁ ଶ୍ରାବଣୀ
★★★★★

© Ram Prasad Bisoi

Others

1 Minutes   6.7K    3


Content Ranking

#ଆସିଛି ଶ୍ରାବଣ ନାହିଁ କିନ୍ତୁ ଶ୍ରାବଣୀ
 
ଶ୍ରାବଣ---------!
ସେଦିନ ବି ଆସିଥିଲା
ଆଜି ବି ଆସିଛି
ସେଦିନ ମୋ ସହ
ତୁମେ ଥିଲ
ମୋ ସହ 
ଥିଲା 
ପାଣିଭରା ଗରା
କାନ୍ଧେ
କଳାହାଣ୍ଡିଆ ମେଘ
ଆକାଶେ-------------------!
ଆଜି ବି ଶ୍ରାବଣ
ଆସିଛି
ତଫାତ ଏତିକି 
ସେଇ ମୁଁ ଅଛି ସେଇ ଅଛ 
ତୁମେ,
କିନ୍ତୁ
ଆମ କାହାଣୀ କରିବାକୁ
ପୁରା 
କେବେ ତୁମେ ନାହଁ
କେବେ ନାହିଁ ମୁଁ
ଆସିଛି ଶ୍ରାବଣ,
ନାହିଁ କିନ୍ତୁ ଶ୍ରାବଣୀ----------------!!
 
©®କାଶ୍ୟପ,
 ରାୟଗଡା ।
 ବର୍ଷାର କବିତା 

#ଆସିଛି ଶ୍ରାବଣ ନାହିଁ କିନ୍ତୁ ଶ୍ରାବଣୀ

Rate the content


Originality
Flow
Language
Cover design

Comments

Post

Some text some message..