Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Inspirational

3  

Raja Sekhar CH V

Abstract Inspirational

ନିର୍ଦ୍ଧନ

ନିର୍ଦ୍ଧନ

1 min
416


ଏକ ନିଃସହାୟ ସ୍ଥିତିରେ ଥାଏ ନିର୍ଦ୍ଧନୀ,

କେବଳ କଷ୍ଟ ନଷ୍ଟ ଅପମାନର ଶୁଭୁଥାଏ ଧ୍ୱନି ପ୍ରତିଧ୍ୱନି |୧|


ଗରିବ ହୋଇ ରହିବା ଏକ ବିଷମ ପରିସ୍ଥିତି,

ଧନ ଧାନ୍ୟ ବିନା ବନ୍ଧୁମାନେ ବି କରି ଦିଅନ୍ତି ଇତି |୨|


ଅର୍ଥ ଯେ ସମସ୍ତ ଅନର୍ଥର କାରଣ,

ଏହି ଆବଶ୍ୟକ ମାଧ୍ୟମ ରୁ ମିଳିପାରିବ ନାହିଁ ନିବାରଣ |୩|


ନିଃସ୍ୱ ବ୍ୟକ୍ତି ପାଇଁ କଷ୍ଟକର ପାଇବା ଶିକ୍ଷା ସ୍ୱାସ୍ଥ୍ୟ ପରୀକ୍ଷା,

ଜୀବନ ସାରା ଯାହାକୁ କରିବାକୁ ହେବ ନିରୀକ୍ଷା |୪|


ଗରିବ ବ୍ୟକ୍ତିଙ୍କ ସମୂହରୁ ହୁଏ ଦେଶର ଆର୍ଥିକ ପରିଚାଳନା,

ନିର୍ଦ୍ଧନୀ ବିରୋଧୀ ରାଜନୀତି କର୍ମପଦ୍ଧତିର କରିବାକୁ ହେବ ସମାଲୋଚନା |୫|


ନିଜ ବୁଦ୍ଧିକୁ ସଦା ରଖିବାର ଅଛି ବହୁମୂଲ୍ୟ,

ଅଶିକ୍ଷିତ ଧନିକର ନାହିଁ ଆନ୍ତରିକ ଆଦର ନା ମୂଲ୍ୟ |୬|


ନିର୍ଦ୍ଧନୀରୁ ଯଥାସମ୍ଭବ ହେବାକୁ ପଡିବ ଧନୀ,

ନିଜ ଚିନ୍ତାଧାରା ସଚ୍ଚଟ ରଖିଲେ ସୁନ୍ଦର ଲାଗିବ ଏହି ଅବନୀ |୭|


Rate this content
Log in

Similar oriya poem from Abstract