କପଟ ସ୍ନେହ
କପଟ ସ୍ନେହ
1 min
1.3K
ସ୍ନେହ, ମମତା ଆଉ ବିଶ୍ୱାସ ଦେଇ
ଜିଣିଲ ମନ ଯାହାର,
ପୁଣି ପର କରିଦେଲ ସେଇ ସ୍ନେହ,
ମମତାରୁ ଦୁରେଇ ,
ହତାଦର କରିଲ କିମ୍ପାଇଁ ?
( ଧରିତ୍ରୀ )