Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranita Swain

Romance

2  

Ranita Swain

Romance

ବଞ୍ଚିବାର ବାହାନା

ବଞ୍ଚିବାର ବାହାନା

1 min
1.0K


ତୁମେ ଅଭିଯୋଗ କରୁଥିବ

ଆଉ ମୁଁ ଅଭିମାନ କରୁଥିବି

ମୁଁ ଦୋଷ ଦେଉ ଥିବି

ତୁମେ ହସି ହସି ସ୍ବୀକାର କରୁଥିବ

ମୁଁ ମନ ଭରି ଭଲ ପାଉଥିବି

ହେଲେ ତୁମେ ବୁଝୁ ନଥିବ

ତୁମେ କହି ପାରୁ ନଥିବ ||


ମୁଁ କିନ୍ତୁ ତୁମ ଭଲ ପାଇବା କୁ ବୁଝି ପାରୁଥିବି

ମୁଁ ଋଷୁଥିବି

ତୁମେ ରାଗୁଥିବ

ଦୁହେଁ ଦୁହିଁଙ୍କୁ ମନଉ ଥିବା

ଏମିତି କଟି ଯାଉଥିବ ଦିନ

ଏଇତ ଜୀବନ....ଆଉ ବଞ୍ଚିବାର ବାହାନା ...।


Rate this content
Log in

Similar oriya poem from Romance