ଅନ୍ତରଃଦାହ ।
ଅନ୍ତରଃଦାହ ।
1 min
1.2K
ଅନ୍ତରଃଦାହ ।
ନିଃସଙ୍ଗତା ଗୋଡାଉଛି କରି ଅଣନିଶ୍ଵାସି, କେହି ନାହିଁ ସାଥିରେ ଅଛି ମୁଁ ଏକା ସବୁ ପରିଚିତ ହୋଇଗଲେ ପର ତମେ କରି ନେଲ ଆପଣାର ହେଲେ ତମେ ଶୀତ ଦିନର କୁହୁଡ଼ିଆ ସକାଳ ଆସ କିଛି ସମୟ ପାଇଁ ଫେରି ଯାଅ ଦେଇ ପ୍ରତିଶୃତି ଫେର କିନ୍ତୁ ଅସମୟରେ, କିଏ ? ବୁଝିବ ମୋ ଅନ୍ତରଃଦାହ ।
ରାମ ବିଶୋଇ (କାଶ୍ୟପ) ତା-୨୩-୦୫-୧୬ ସମୟ -ସକାଳ-୭-୩୯ମିନିଟ, ରାୟଗଡ଼ା ।