Audio

Forum

Read

Contests

Language


Write

Sign in
Wohoo!,
Dear user,
ସତ ହୋଇ ନପାରେ
ସତ ହୋଇ ନପାରେ
★★★★★

© Amiya Bej

Others

1 Minutes   6.5K    3


Content Ranking

ସତ ହୋଇ ନପାରେ

ନିଇତି କଥା ଅକଥାରେ

ହୃଦୟ ଗୁଡା

ଚୂନା କାଚ ପରି ରୁଣୁଝୁଣୁ ହୋଇ

ଭାଙ୍ଗି ଯିବାଟା

ସତ ହୋଇପାରେ ।

ସଜଫୁଲ ପାଖେ ବାସୀର ଆଦର

ଉଣା ହେବାଟା ବି

ସତ ହୋଇପାରେ ।

 

ଭଙ୍ଗା ହୃଦୟର

ଟୁକୁଡାମାନଙ୍କ ତଥାପି,

ଭରସା ଆଉ ଅପେକ୍ଷା କରିବାଟା

ସତ ହୋଇପାରେ, କିନ୍ତୁ ...

ଥରେ ଭାଗିଂଗଲେ –

ଟୁକୁଡା କାଚ ହେଉ ଅବା ଭଙ୍ଗା ହୃଦୟ,

ପୁଣିଥରେ ଯୋଡି ହୋଇଯିବା

କେବେ .... ସତ ହୋଇ ନପାରେ ।

 

ସତ ହୋଇ ନପାରେ

Rate the content


Originality
Flow
Language
Cover design

Comments

Post


Some text some message..