Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ସତ ହୋଇ ନପାରେ

ସତ ହୋଇ ନପାରେ

1 min
6.5K


ସତ ହୋଇ ନପାରେ

ନିଇତି କଥା ଅକଥାରେ

ହୃଦୟ ଗୁଡା

ଚୂନା କାଚ ପରି ରୁଣୁଝୁଣୁ ହୋଇ

ଭାଙ୍ଗି ଯିବାଟା

ସତ ହୋଇପାରେ ।

ସଜଫୁଲ ପାଖେ ବାସୀର ଆଦର

ଉଣା ହେବାଟା ବି

ସତ ହୋଇପାରେ ।

 

ଭଙ୍ଗା ହୃଦୟର

ଟୁକୁଡାମାନଙ୍କ ତଥାପି,

ଭରସା ଆଉ ଅପେକ୍ଷା କରିବାଟା

ସତ ହୋଇପାରେ, କିନ୍ତୁ ...

ଥରେ ଭାଗିଂଗଲେ –

ଟୁକୁଡା କାଚ ହେଉ ଅବା ଭଙ୍ଗା ହୃଦୟ,

ପୁଣିଥରେ ଯୋଡି ହୋଇଯିବା

କେବେ .... ସତ ହୋଇ ନପାରେ ।

 


Rate this content
Log in