Audio

Forum

Read

Contests

Language


Write

Sign in
Wohoo!,
Dear user,
ଭୟ ଓ ଭକ୍ତି
ଭୟ ଓ ଭକ୍ତି
★★★★★

© Chittaranjan Lenka

Abstract Others

1 Minutes   6.6K    6


Content Ranking

ଭୟ ଓ ଭକତି               ନିଜର ସମ୍ପତ୍ତି

ଦିଏ ଯେ ପ୍ରଭୁଙ୍କୁ ଆଦର କରି

ମିଳୁ କି ନ ମିଳୁ        ତାକୁ ପଛେ କିଛି

ମନରେ ବିଶ୍ୱାସ ଯିବଟି ଭରି


ବିଶ୍ୱାସ ବଢିଲେ             ବଢଇ ସାହସ

ସାହସ ବଢିଲେ ଦୁଃଖ କମଇ

ବିଶ୍ୱାସ କର କି  ନ କର ମୋ କଥା

ଅକ୍ଷରେ ଅକ୍ଷରେ ସତ ଅଟଇ


ଚିତ୍ତ ରଞ୍ଜନ ଲେଙ୍କା (କଟକ)

ଭୟ ଭକତି ପ୍ରଭୁ

Rate the content


Originality
Flow
Language
Cover design

Comments

Post


Some text some message..