Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

3  

Jagabandhu Sahu

Others

ଦୋସ୍ତି

ଦୋସ୍ତି

1 min
271


ମୁମ୍ବାଇ ସାଗର ଶାମୁକା ଭିତରୁ

ପାଇଛି ଦୁଇଟି ମୋତି

ଲବ ଭାଇ ସହ କୈଳାଶ ଭାଇ ସେ

ବୋବାଲିଆ ଆମ ଦୋସ୍ତି


ନୂତନ ବରଷେ ଦର୍ଶନ ନିମନ୍ତେ

ଅମ୍ବରନାଥକୁ ଗଲୁ

ଦର୍ଶନ କରିକି ଶିବଶମ୍ଭୁଙ୍କୁ ଯେ

ସନ୍ତୋଷ ଆମେ ଲଭିଲୁ


ଆହେ ଶିବଶମ୍ଭୁ ଚରଣରେ ତୁମ

ଘେନ ଆମ ନମସ୍କାର

ଆମରି ଦୋସ୍ତିକୁ ସମର୍ପିତ କଲୁ

ଆଶିଷ ଦିଅ ତୁମର


ତୁମରି ଆଶିଷେ ହସୁଥାଉ ସଦା

ଆମରି ଏଇ ଯେ ଦୋସ୍ତି

ସବୁ ଦିନ ରାତି କଟୁଥାଉ ଆମ

କରିଟିକେ ମଜାମସ୍ତି


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in