Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

2  

Niranjan Sahu

Others

ଗରିବ ପ୍ରେମ

ଗରିବ ପ୍ରେମ

1 min
1.3K


ସ୍ୱପ୍ନ ଦେଖିବାର ଅଧିକାର ବୋଲି

ସ୍ୱପ୍ନ ଟିଏ ମୁହିଁ ଦେଖିଥିଲି

ସ୍ୱପ୍ନ ପଛରେ ଗୋଡେଇ ଗୋଡେଇ

ସତରେ ମୁଁ ଆଜି ହାରିଗଲି

ଗରିବ କୂଳରେ ଜନମ ହୋଇଛି

ସ୍ୱପ୍ନ ଦେଖିବାର ନଥିଲା

ତେଣୁ ବୋଧେ ସ୍ୱପ୍ନ ପଛରେ ଗୋଡେଇ

ଆଜି ହୋଇଗଲି ଏକଲା

ସ୍ୱପ୍ନ ଯିଏ ସିଏ ମୋହରି ସାଥିରେ

ଖୁସିରେ ଖୁସିରେ ପ୍ରେମ କଲା

ଗରିବ ବୋଲି ଜାଣିଦେଲା ଯେବେ

ପ୍ରତାରଣା କରି ଚାଲିଗଲା

ଗରିବ ହେବା ଯଦି ମୋର ଦୋଷ

ମୋତେ କିଆଁ ସ୍ୱପ୍ନ ଦେଖାଇଲ

ପ୍ରତାରଣା କରି ଚାଲି ଯାଇନ ଯେ

ଜୀବନରେ ମୋତେ ମାରିଦେଲ….

।।ନିରଞ୍ଜନ ସାହୁ।।


Rate this content
Log in