Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୯୦
ଜୀବନ ଗୀତା-୯୦
★★★★★

© Geeta Sarangi

Others

1 Minutes   6.9K    5


Content Ranking

ଜୀବନ ଗୀତା-୯୦
 
ଗାଇବି ଗାଇବି ହୋଇ
ଗାଇପାରିଛି କି ଜୀବନକୁ ମୁଁ ଗୀତରେ
ଛୁଇଁବି ଛୁଇଁବି ହୋଇ
ଛୁଇଁପାରିଛି କି ଜୀବନକୁ ମୁଁ ସତରେ ॥୦॥
 
କେତେ ଖରା ବର୍ଷା ଶୀତ ଓ ବସନ୍ତ
ଆସି ଚାଲିଗଲା ତଥାପି ଅତୃପ୍ତ
ପଢିବି ପଢିବି ହୋଇ
ପଢିପାରିଛି କି ଜୀବନକୁ ମୁଁ ନିଷ୍ଠାରେ ॥୧॥
 
କେତେ ସ୍ୱପ୍ନ ସ୍ମୃତି ନିନ୍ଦା ଓ ପ୍ରଶସ୍ତି
ଆସି ଚାଲିଗଲା ପାଇଲିନି ଶାନ୍ତି
କହିବି କହିବି ହୋଇ
କହିପାରିଛି କି ଜୀବନକୁ ମୁଁ କଥାରେ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post


Some text some message..