Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୯୦

ଜୀବନ ଗୀତା-୯୦

1 min
6.9K


ଜୀବନ ଗୀତା-୯୦
 
ଗାଇବି ଗାଇବି ହୋଇ
ଗାଇପାରିଛି କି ଜୀବନକୁ ମୁଁ ଗୀତରେ
ଛୁଇଁବି ଛୁଇଁବି ହୋଇ
ଛୁଇଁପାରିଛି କି ଜୀବନକୁ ମୁଁ ସତରେ ॥୦॥
 
କେତେ ଖରା ବର୍ଷା ଶୀତ ଓ ବସନ୍ତ
ଆସି ଚାଲିଗଲା ତଥାପି ଅତୃପ୍ତ
ପଢିବି ପଢିବି ହୋଇ
ପଢିପାରିଛି କି ଜୀବନକୁ ମୁଁ ନିଷ୍ଠାରେ ॥୧॥
 
କେତେ ସ୍ୱପ୍ନ ସ୍ମୃତି ନିନ୍ଦା ଓ ପ୍ରଶସ୍ତି
ଆସି ଚାଲିଗଲା ପାଇଲିନି ଶାନ୍ତି
କହିବି କହିବି ହୋଇ
କହିପାରିଛି କି ଜୀବନକୁ ମୁଁ କଥାରେ ॥୨॥


Rate this content
Log in