Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Pattnaik

Comedy

3  

Kamal Pattnaik

Comedy

ଆଗ ଛକରେ ଝିଅ ଖୋଜା

ଆଗ ଛକରେ ଝିଅ ଖୋଜା

1 min
6.4K


ଝିଅ ମୋ ଫୁଲୁରି ଭାରି ଗେଲବସରୀ
         ବଢିଚି ସହରି ଢାଞ୍ଚାରେ
 ମାଟି କାଦୁଅ ଜମାରୁ ଲାଗିନି ଏଜାଏଁ
          ତା' କୋମଳ ପାଦରେ
 ଗୋବର ପାଣିରେ ମାରିନି ସେ ହାତ
        ଚଳିନି ଗାଁଉଳି ଜେଗାରେ
ବିଭାଘର ପରେ ତୁମ ପାଖରେ ରଖିବ
        ଘର ଭଡ଼ା ନେଇ ସହରେ
ନାନା ପୂଜା ପରବାଣି ଗୁରୁବାର ଝୋଟି
         ଦେଖିବ କିଏ ବାହାରେ
ରୋଷେଇବାସକୁ ପରା ଭାରି ଡରକୁଳି
       ରୋଷେୟା ରଖିବ ପାଖରେ
ପିଲାଟି ଦିନରୁ କମୁନି ତା' ଅଣ୍ଟା ଦରଜ
         ଲୁଗା କାଚି ପାରୁନି ହାତରେ
ପ୍ରସ୍ତାବରେ ରାଜି ଯଦି ଆଗକୁ ବଢିବା
         ନୋହିଲେ ଦେଖ ଯାଇ
              ଆଗ ଛକରେ...


Rate this content
Log in