Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Tragedy Others

5.0  

Nibedita Mishra

Tragedy Others

ଅଜବ ସମୟ

ଅଜବ ସମୟ

1 min
174


ଶବ୍ଦ ସବୁ ଆଜି ନିରବ ନିରବ

ନିଖୋଜ ମନର ଯେତକ ଭାବନା,

ଶୂନ୍ଯତା ଭରା ଏ ସମୟ ସଂକେତ

ଦେଉଛି କି ସଂଦେଶ ବୁଝି ହୁଏ ନା।

କୋଳାହଳ ମୟ ପରିବେଶ ମଧ୍ଯେ

ନିର୍ଜନତା ର ଏ ବିଚିତ୍ର ଅନୁଭବ,

ମୋର ଭିତରୁ ମୁଁ ଟି ଯେ ଅନ୍ତର୍ଦ୍ଧାନ

ବୋଧହୁଏ ନୂତନ ସତ୍ତାର ଆର୍ବିଭାବ।

ଯେତେ ବିସ୍ମିତ ଓ ବିଚଳିତ ପ୍ରଶ୍ନ

ସେତେ ନିରୁଦ୍ଦିଷ୍ଚ ସମସ୍ତ ଉତ୍ତର,

ପାରେନି ବୁଝି ମୁଁ ପ୍ରଶ୍ନ ଅବାନ୍ତର

ଅବା ନିରୁପାୟ ଅଟନ୍ତି ଉତ୍ତର।

ଏ ଅଜବ ଆତ୍ମସନ୍ତୁଷ୍ଚତା ମନେ

ନାହିଁ କୌଣସି ଆବିଳତା ଅନ୍ତରେ,

ଏ ସମାପ୍ତର ଶେଷ ମୁହୁର୍ତ୍ତ ଅଟେ

କି ନୂତନତା ଆରମ୍ଭ ଅପେକ୍ଷାରେ ।


Rate this content
Log in

Similar oriya poem from Tragedy