Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SushreeShibanee Das

Others

1  

SushreeShibanee Das

Others

ତୁମ ବିନା ମୋର ତୁଚ୍ଛ ଅସ୍ତିତ୍ବ.

ତୁମ ବିନା ମୋର ତୁଚ୍ଛ ଅସ୍ତିତ୍ବ.

1 min
1.2K


ତୁମେ ସମୀକରଣ, ତୁମେ ସମାଧାନ...

ମୁଁ ତୁମ ରଚିତ ନିଃଶବ୍ଦ ସୂତ୍ର,

ତୁମେ ନିର୍ଣ୍ଣାୟକ, ତୁମେ ହିଁ ନିର୍ଣ୍ଣୟ...

ମୁଁ ଯେ ଅଭେଦ୍ୟ ପଙ୍କିଳ ପଥ ।

ତୁମେ ମୋର ଆଖି, ତୁମେ ମୋର ଅକ୍ଷ,

ତୁମ ବିନା ମୋର ତୁଚ୍ଛ ଅସ୍ତିତ୍ୱ...
ତୁମ ବିନା ମୋର ତୁଚ୍ଛ ଅସ୍ତିତ୍ୱ...


Rate this content
Log in