Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dipti lekha Mishra

Tragedy

4.2  

Dipti lekha Mishra

Tragedy

ମୋ ଅତୀତ

ମୋ ଅତୀତ

1 min
212


ଯେବେ ମନେ ପଡେ ମୋ

ଅତୀତର କିଛି ସ୍ମୄୄୄୄତି

କିଛି ମୁହୂର୍ତ୍ତ ଓ ବିଶେଷ ଘଟଣା

ମନେ ମୋର ଆସେ କେତେ

ସମ୍ଭାବନା ଓ ଉଙ୍କି ମାରେ

କେତେ ପ୍ରଶ୍ନ ଓ ଭାବନା ।

କାଲି ଯିଏ ଆପଣାର ଲାଗୁଥିଲା

ଆଜି ସେ ମୁହଁ ବି ଚାହୁଁନି

ଥରେ ବି ଭଲମନ୍ଦ ବୁଝେନି

ମରିଲି ବା ବଂଚିଛି ହିସାବ ରଖେନି

ଭାରୀ କଷ୍ଟ ସମୟ ଗୁଡିକ

ଦୁଃଖ ସେ ଭାବନା ଗୁଡିକ

ମୁଁ ବି ଆଜି ଶିଖିବି

ଏକା ଏକା ରହିବାକୁ

ଧୋକା ଆଉ ନ ଖାଇବାକୁ ।


Rate this content
Log in