Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

2  

Bikesh Sahu

Others

ହଁ ତୁମେ ଆସ

ହଁ ତୁମେ ଆସ

1 min
6.7K


ହଁ, ତୁମେ ଆସ

ପ୍ରତି ରଜନୀର

ପ୍ରତିଟି ସ୍ୱପ୍ନରେ

ରାଣୀ ସାଜି

ମୋ ସ୍ୱପ୍ନ ରାଇଜର ।

ତା ସାଥିରେ ନେଇ ଆସ

ଭୁରି ଭୁରି ସୁଗନ୍ଧ

ମହ ମହ ମହାକିନତା

ଗୋଲାପର କୋମଳ ପରସ

ଯାହା ମୋତେ କରେ ବ୍ୟତିବ୍ୟସ୍ତ ।

କେତେ ଯେ କଲବଲ କର

ଛଳନା ଛୁରୀରେ

ଟିକ ଟିକ କରି ହୃଦୟକୁ ହାଣି

ହୃଦୟରେ ଦେଇଯାଅ

ଅସହ୍ୟ କୋହ ଆଉ ତାତି ।

ଚୁପି ଚୁପି କେତେ ଯେ

କହି ଯାଅ ପ୍ରିୟା

ଆମ ସେଇ ଅଭୁଲା ଅତୀତର

ସବୁତକ ସ୍ମୃତି ।

ଆଉ ଚାଲିଯାଅ ସକାଳରେ

ଯନ୍ତ୍ରଣା ଜୁଇଁରେ ଜାଳି

ହଁ ,ତୁମେ ଆସ

ମୋ ସ୍ୱପ୍ନ ରାଇଜର

ରାଣୀ ସାଜି

ହଁ, ତୁମେ ଆସ

ହଁ, ତୁମେ ଆସ ।।


Rate this content
Log in