Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amita Mohanty

Inspirational

2  

Amita Mohanty

Inspirational

ନାରୀ

ନାରୀ

1 min
6.3K


ନାରୀ ସବୁବେଳେ ତରଳି ଯାଇଥିଵା ମହମ ଭଳି

ମହମକୁ ଛାଞ୍ଚରେ ପକାଇଲେ ବିଭିନ୍ନ

ଡ଼ିଜାଇନ୍ ହେଲା ପରି

ସେଇଭଳି ନାରୀ

କେତେବେଳେ ଝିଅ, ଭଉଣୀ, ସ୍ତ୍ରୀ, ମାଆ ,

ଆଉ କେତେବେଳେ ଅବୁଝା

ପ୍ରେମିକା ଟିଏ....

ଖୁସି ବାଣ୍ଟିବା ଧର୍ମ ଯେପରି

ଇଛା ଥାଉ କି ନଥାଉ

ହସି ହସି କଥା କହିବ

ନ ହେଲେ ମହାଭାରତ ||


ଅସୁମାରି ଦୁଃଖର ପହାଡ

ଛାତିରେ ଲଦି ହୋଇଥାଉ ପଛେ

ରଙ୍ଗମଞ୍ଚ ଦୁନିଅାରେ ସଂସାର ଡ୍ରାମା

ଠିକ୍ ଭାବେ ନିଭେଇଵାକୁ ତାଳୁରୁ ତଳିପାଜାଏ

ନିଜକୁ ଭୁଲି ଅନ୍ୟକୁ ଖୁସି ରଖୁ ରଖୁ

ଅଣନିଃଶ୍ୱାସି ସୁ-ନିଶ୍ଚିତ

ଟିକିଏ ଏପଟ ସେପଟ ହେଲେ

ଯାତ୍ରୀ ବୋଝେଇ ନୌକା ନଈରେ

ନାଉରୀଆ ବହିଲା ଭଳି

ଗୁଡ଼େ ଅପଵାଦକୁ ସମ୍ନା କରିବାକୁ ପଡେ ||


.ଅମିତା ମହାନ୍ତି..କଟକ ସି ଡି ଏ


Rate this content
Log in