Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Abstract Others

2  

Santosh Pattnayak

Abstract Others

ଚିନ୍ତା ଓ ଚେତନା

ଚିନ୍ତା ଓ ଚେତନା

1 min
6.8K


ଜୀବନର ପଥ କେବେ କୁସୁମିତ

କେବେ ପୁଣି କଣ୍ଟକିତ

ସତ୍ୟ, ନ୍ୟାୟ, ଧର୍ମ ପଥେ ଦେବା ଧ୍ୟାନ

ପାପକ୍ଷୟ ଜନ୍ମାର୍ଜିତ.... ॥

ନୋହିଁ ମୋହାଚ୍ଛନ୍ନ ହେବା ଧ୍ୟାନମଗ୍ନ

କାମିନୀ ସୁଖକୁ ତ୍ୟାଗୀ

ବିଭୁକୃପା ଆଶେ ବଳାଇ ମାନସ

ପାଇବା ସକଳ ସିଦ୍ଧି.... ॥

ଜୀବନ ଓ ମୃତ୍ୟୁ ନୂଆ କିଛି ନୁହଁ

ସର୍ବେ ଯେ କାଳର ଅଧୀନ

ପରମାତ୍ମା ସହ ଆତ୍ମାର ମିଳନେ

ମୁକ୍ତି ହେବା ତତକ୍ଷଣ.... ॥


Rate this content
Log in