Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

3  

Pramila Sahoo

Others

ହେ ଜଗନ୍ନାଥ

ହେ ଜଗନ୍ନାଥ

1 min
13.7K


ଏ ଜଗତ ବନ୍ଧୁ ମୋ ଜୀବନ ବନ୍ଧୁ
ତୁମେ ପାଶେ ବନ୍ଧା ଏ ଜୀବନ
ଏ କଳାଠାକୁର ଦେଖି ଦେଲେ ମୁଖ ତୁମର
ପାଶୋରୀ ଯାଏ ମୁଁ ସବୁ ଦୁଃଖ
ତିନି ମୂର୍ତ୍ତି ଦେଖିବାକୁ ମନ ହୁଏ ବ୍ୟାକୁଳ ଭାରି
ହେଇଥାନ୍ତି କି ତୁଳସୀ ପତ୍ର
ନିତି କରୁଥାନ୍ତି ତୁମ ଦର୍ଶନ
ହେ ଜଗନ୍ନାଥ କାହିଁକି ଦେଲ ମନୁଷ୍ୟ ଜନ୍ମ
ମୋହ ମାୟାରେ ପଡ଼ି ନିତି ହଉଚି ହନ୍ତସନ୍ତ
ମୁକ୍ତି ଦିଅ ଏ ମନୁଷ୍ୟ ଜନ୍ମ
ଏ ଭବସାଗର ରୁ କରିଦିଅ ପାରି
କରିଦିଅ ମତେ ତୁମ ବଡ଼ଦାଣ୍ଡ ର ଧୂଳି.....

ପ୍ରମିଳା ସାହୁ


Rate this content
Log in