Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sujata Behera

Others

2  

Sujata Behera

Others

ନିରବଚ୍ଛିନ୍ନ ପ୍ରୟାସ

ନିରବଚ୍ଛିନ୍ନ ପ୍ରୟାସ

1 min
6.8K


ପ୍ରଶ୍ନବାଚି ମନ,ଖୋଜି ଚାଲେ ଉତ୍ତର

ନିରବତାର ଅଂଧକାରରେ,

ଜିବନ ଯାତ୍ରାର ନିରବତାରେ

କୁହୁଳଛି ପ୍ରଶ୍ନ ଆଉ ଉତ୍ତର!

ଗୋଟିଏ ଉତ୍ତରରେ ପ୍ରଶ୍ନ ଅନେକ,

ଉତ୍ତର ଅନେକ ,ପ୍ରଶ୍ନ ବି ଅନେକ,

ପ୍ରଶ୍ନର ଅଛି କି ପୂର୍ଣ୍ଣଛେଦ?

ଉତ୍ତରର ଅଛି କି ନିଆଁଟ ?

ମାତ୍ର,ଉତ୍ତର ସଂଧାନରେ!

ଜିବନ ଯ‍ାତ୍ରାର ଏକ ନିରବଚ୍ଛିନ୍ନ ପ୍ରୟାସ!!


Rate this content
Log in