Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

2  

Santosh Pattnayak

Others

ହାତ ଠାରେ ମୋତେ ଜୁଇ

ହାତ ଠାରେ ମୋତେ ଜୁଇ

1 min
6.6K


ହାତ ଠାରେ ମୋତେ ଜୁଇ

###$###

ପ୍ରତ୍ୟୁଷରୁ ସଞ୍ଜ ସଦା ଦହଗଞ୍ଜ

ଯନ୍ତ୍ରଣାରେ ଜରାଜିର୍ଣ୍ଣ

କପାଳଟା ଫଟା ଏଇ ଜୀବନଟା

ବିଷାଦେ ବେଦନା ପୂର୍ଣ୍ଣ....

ଅତ୍ୟଧିକେ ଇତି ମର୍ମାହିତେ ମତି

ଦଇବ ଖଞ୍ଜିଲା ଦୁଃଖ

ଦୁଃଖ ଦରିଆରେ ଦେହ ଦେଲି ଧୋଇ

ସପ୍ତ ପାଲଟିଲା ସୁଖ....

ସମାଜ ଗାଇଲା ପ୍ରେମ ନିନ୍ଦା ମୋର

ଦୂରେ ଗଲା ପ୍ରିୟତମା

ପ୍ରିୟା ଲାଗି ବ୍ୟଥା ଅକୁହା ସେ କଥା

ସହି ହେଉନାହିଁ ଜମା....

ଯାହା ଇଛା କଲି ତାହା ମିଳିଲାନି

ଆଖିରେ ଆଖିଏ ଲୁହ

ଲୁହକୁ ନେଇକି କି'ସ୍ନପ୍ନ ଦେଖିବି

ଛାଡିବି ଏବେ ମୁଁ' ଦେହ....

ନୂଆଁ ସାଥି ସହ ପ୍ରିୟା ତୋଳେ ଘର

ହାତ ଠାରେ ମୋତେ ଜୁଇ

ନିରୂପାୟ ହେଲି ନିଃସଙ୍ଗ ନିଆଁରେ

ଚିତାଗ୍ନିରେ ଯିବି ଶୋଇ....


Rate this content
Log in