Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଷ୍ପ୍ରଭ ନିର୍ବାଣ!
ନିଷ୍ପ୍ରଭ ନିର୍ବାଣ!
★★★★★

© Biswajeeban Mishra

Abstract Others Inspirational

1 Minutes   6.8K    4


Content Ranking

    

‘ମୋ’ ପାଇଁ

ନା ମନ୍ତ୍ର, ନା ପୂଜା, ନା ଆରାଧନା ଲୋଡ଼ା

ନା ‘ମୁଁ ‘

ଯଜ୍ଞ, ଧ୍ୟାନ ବା ଧାରଣାରେ ଯୋଡ଼ା

ସାଧନାରେ ସାଧ୍ୟ ନୁହେଁ, ସମାଧିରୁ ଦୂର

ଅଚଳ, ଅଟଳ, ମୁଁ ଅଟେ ସଦା ସ୍ଥିର

ନାହିଁ ସୁଖ, ନାହିଁ ଦୁଃଖ, ନାହିଁ ରାଗ-ଦ୍ୱେଷ

ନାହିଁ ଲୋଭ, ନାହିଁ ମୋହ, ନାହିଁ କଲ୍ମଷର ଲେଶ

ନିଷ୍ପ୍ରଭ ନିର୍ବାଣ ! ନାହିଁ ପାପ-ପୁଣ୍ୟ

ଜନ୍ମହୀନ, ମୃତ୍ୟୁହୀନ ମୁଁ ମହାଶୂନ୍ୟ

ଆନନ୍ଦ ସ୍ୱରୂପ, ମୁଁ ପୂର୍ଣ୍ଣ, ନିତ୍ୟ-ପ୍ରାପ୍ତ

ଜାତି-ଗତି-ଧର୍ମ-ସଙ୍ଗ-ବର୍ଣ୍ଣ-ବିବର୍ଜିତ !

ପାପ ପୁଣ୍ୟ ନିର୍ବାଣ

Rate the content


Originality
Flow
Language
Cover design

Comments

Post


Some text some message..