Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

ଆଲିଙ୍ଗନ ଦିବସ

ଆଲିଙ୍ଗନ ଦିବସ

1 min
432


ରାଗ ରୁଷା ଭୁଲି ଆସ ପାଖେ ଚାଲି

କର ମୋତେ ଆଲିଙ୍ଗନ

ବିଚ୍ଛେଦ ଯନ୍ତ୍ରଣା ସବୁ ଭୁଲିଯିବ

ତୁମଠୁ ପାଇ ମୋ ପ୍ରେମ

ଆଲିଙ୍ଗନ ଦିବସ ହେବ ସୁଖମୟ

ଖୁସିରେ କାଟିବା ଦିନ

ଉଣା ହେଲେ କିଛି ଭରି ଦେବ ପ୍ରିୟା

ଢାଳି ହୃଦୟରୁ ପ୍ରେମ

ତୁମ ପ୍ରେମ ପ୍ରିୟା କରିଛି ପାଗଳ

ତୁମେ ମୋ ହୃଦ ସ୍ପନ୍ଦନ

ଘେନ ହୃଦୟରୁ ଅଲିଙ୍ଗନ ଦିବସେ

ପ୍ରେମ ଭରା ଅଭିନନ୍ଦନ


ପ୍ରେମ୍ କବି ଜଗବନ୍ଧୁ ସାହୁ


Rate this content
Log in