ଶସ୍ତା କବିତା - ୧୬
ଶସ୍ତା କବିତା - ୧୬
ଧେଣ୍ଡୁରା ପିଟୁଛି ବାଇ ଚଢେଇ
ହିମାଳୟ ଯିବି ଡେଣା ମେଲାଇ
ଶସ୍ତା କବିତା ପଢି ଧାଡି ଦୁଇ
ବୁଢୀ କହେ ଦାନ୍ତ କେଲେଇ
ପ୍ରମୋଦ କୁମାର ଜେନା ©
ଧେଣ୍ଡୁରା ପିଟୁଛି ବାଇ ଚଢେଇ
ହିମାଳୟ ଯିବି ଡେଣା ମେଲାଇ
ଶସ୍ତା କବିତା ପଢି ଧାଡି ଦୁଇ
ବୁଢୀ କହେ ଦାନ୍ତ କେଲେଇ
ପ୍ରମୋଦ କୁମାର ଜେନା ©