Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

ଉତ୍କଳୀୟ ଯଶ

ଉତ୍କଳୀୟ ଯଶ

1 min
284


କଳା ସଂସ୍କୃତିରେ ଭରା ପୂର୍ଣ୍ଣ ମୋର

ଏଇ ଯେ ଓଡିଶା ଧାମ

ଯେଉଁ ଠାରେ ପ୍ରଭୁ ଜଗତର ନାଥ

ଅଛନ୍ତି ବିରାଜ ମାନ

ବାର ମାସେ ତେର ପରବ ଏଇଠି

ଓଡିଶୀର ନୃତ୍ଯ ଧ୍ବନି

କୋଣାର୍କର ପୁଣି ନିଖୁଣ କଳାରେ

ସଂସ୍କୃତି ଗାଏ କାହାଣୀ

ଆମରି ଗୌରବ ବିଶ୍ବେ ପରିଚିତ

ଉତ୍କଳ ଆମ ଜନନୀ

ଆମେରେ ଓଡିଆ ସବୁଠୁ ବଢିଆ

ଅଟୁ ଭାରି ସ୍ବାଭିମାନୀ

ଆମରି ଉତ୍କଳ ସଂସ୍କୃତିର ଘର

ରହିଛି କୀରତ୍ତି ଯଶ

ଲେଖିଲେ ପୋଥିରେ ଜାଗା ଧରିବନି

କହିଲେ ହବନି ଶେଷ


ପ୍ରେମ୍ କବି ଜଗବନ୍ଧୁ ସାହୁ

ଛଞ୍ଚାଣିଆ ପଲ୍ଲୀ ଗଞ୍ଜାମ


Rate this content
Log in