Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Mishra

Classics

2  

Arabinda Mishra

Classics

ମନ

ମନ

1 min
171


ମନ ମାନସିକ କରେ

କିନ୍ତୁ ମଉନ ହେଇପାରେନା

ବୁଲିଆସେ ସ୍ବର୍ଗ,ମର୍ତ୍ତ୍ୟ ଆଉ ପାତାଳ

ସମୟ କିନ୍ତୁ ସରିଯାଏନି


ଦେଖି ଆସେ ଇଶ୍ଵର 

ଚିହ୍ନିପାରେ ରାକ୍ଷାସ

ନିଜକୁ କରିପାରେନା କଳ୍ପନା 

ବୁଲୁଥାଏ ତଳରୁ ତଳିପା 

ହୃଦୟକୁ ଜାଣି ପାରେନି


ମନ ବେଳେବେଳେ ଚମତ୍କାର ଖୋଜେ

ଫସିଯାଏ ବିଭୂତିର ଜାଲରେ

ଆଦିରି ନିଏ ଅନ୍ଧବିଶ୍ବାସ ର ଗଳି

ଆଉ ଯେତେବେଳେ ପୁରଷ୍କାର ଖୋଜେ

ସେତେବେଳେ ଆଦିର ନିଏ କର୍ମକୁ

ଭୂଲିଯାଏ ଧର୍ମ; 

ଦେଇଦିଏ ସବୁ ନିୟମ,ନିଷ୍ଠାର ବଳି

ଆଉ କିଛି ମାଗେନି



Rate this content
Log in

Similar oriya poem from Classics