Audio

Forum

Read

Contests

Language


Write

Sign in
Wohoo!,
Dear user,
ଆନମନା
ଆନମନା
★★★★★

© Usmitamanjari Dash

Others Romance

1 Minutes   1.4K    5


Content Ranking

        

ମନରେ ସାଇତି  ଅକୁହା ବେଦନା

    ସ୍ୱପ୍ନରେ ତୋଳୁଛି ଘର

 ସଉତୁୁଣୀ ସାଜି   ଲୁହର ଶ୍ରାବଣ

    ଭାଙ୍ଗି କରେ ଚୁର୍‌ମାର୍ ।

 ଦୁଇ ଓଠ ମୋର  ପିିିଇଯାଏ ଲୁହ

     ଅଲିିଅଳ ନିରିମାଖୀ

 ସଞ୍ଜୁଆ ବାଆରେ  ଟଳମଳ ହୁଏ

    ସତେ ମୋର ଦୁଇ ଆଖି ।

ସଂସାର ନଈରେ ଉଜାଣି ଢେଉରେ

     ସୁଅ ମୁହେଁ କୁଟାଖିଅ

 ତୁମରି କରୁଣା  ହୋଇଗଲେ ଉଣା

     ଆନମନା କରେ କୋହ ।

ସ୍ୱପ୍ନ ବେଦନା ସଞ୍ଜୁଆ

Rate the content


Originality
Flow
Language
Cover design

Comments

Post


Some text some message..