Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Romance Abstract Others

2.5  

Tapan Dixit

Romance Abstract Others

ଏଇକି ! ସେ ତୁମ ପ୍ରେମ

ଏଇକି ! ସେ ତୁମ ପ୍ରେମ

1 min
1.2K


ଅଳସ ତନ୍ଦ୍ରାରେ ସପନ ଦେଖିଛି 

ତୁମକୁ ମୁଁ କେତେ ଥର

ଜହ୍ନମାମୁଁ ଦେହେ ଆଙ୍କିବସିଛି 

ମୁହଁ ତୁମ ଥର ଥର ,

ବାରମ୍ବାର ପ୍ରିୟା ଦାହ ହୋଇଅଛି 

ଜ୍ୟୋତ୍ସ୍ନା ଜୁଆରେ ଭିଜି

ଅଗଣିତ ରାତି ସ୍ଵପ୍ଣ ହରାଇ 

ତୁମକୁ ବସିଛି ଖୋଜି ।

ଯେତେଥର ମୋର ମାନସପଟ୍ଟରେ 

ଭରିଛି ବିରହ ରଙ୍ଗ 

ସେତେଥର ମୋତେ ଅମା ଅନ୍ଧାରେ 

ହୃଦୟ କରିଛି ବ୍ୟଙ୍ଗ ।

(ଆଜି) ମନ ଅରଣ୍ୟେ ନିଃଶବ୍ଦ କାକଳୀ 

ନିଃସଙ୍ଗେ ବିତେ ଯାମ

କହୁଥିଲ ଯେବେ ମୁଁ ଏକା ତୁମର

ଏଇକି ! ସେ ତୁମ ପ୍ରେମ ?

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Romance