ହେ କାଳିଆ
ହେ କାଳିଆ
1 min
90
ହେ କାଳିଆ...
ଦେଲୁ ତୁ ଜୀବନ
କିନ୍ତୁ ଦେଲୁନି ଦର୍ଶନ
ଦେଲୁ ତୁ କଷଣ
ଦେଲୁନି ଶରଣ
ଜୀବନରେ ଥରେ ଲାଗିଲାନି ଡୋରୀ
ଟାଣି ହୋଇ ମୁହିଁ ଆସିଲିନି ପୁରୀ
ମୋହଦଧି ତିରେ ବସିଛୁ ମଉନେ
ଜଳେ ମୋ ସଂସାର ଜଳୁଛି ଜୀବନ
ଲଗାଇ ତୋ ଡୋରୀ ନିଏରେ କୋଳେଇ
ହେ ମୋ ର କଳା ସାଆନ୍ତ ।।