Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Tragedy

2  

ଵଳରାମ ତରାଈ

Tragedy

ଏମିତି ଜୀବନ ଏମିତି ସମୟ

ଏମିତି ଜୀବନ ଏମିତି ସମୟ

1 min
186


ଏମିତି ଜୀବନ ଏମିତି ସମୟ କାହିଁକି ଆସିଲା ପ୍ରିୟା

ନିଜ ଲୋକ ବି ହୋଇଗଲେ ପର

ମୁଁ କାହାକୁ କହିବି ପ୍ରିୟା

ସୁଖତ ତୋ ଦୁଃଖ ଅନେକ ମିଳିଲା

କେମିତି କହିବି କରିବି ମୁଁ କାହାକୁ ନିଜର

ପାଖରେ ଥାଇ ପଛେ ମିଳିଲାନି କିଛି ସହିଗଲି ଅପମାନ

ହତାସ ନିରାଶ ଦୁଃଖ ଅବଶୋଷ ଚାଲିଗଲ ତୁମେ

କରିଦେଇ ଅଭିମାନ ,

କି କହିବି କାହାକୁ କିଏ ବୁଝିପାରିବେନି ମୋ ଦୁଃଖ କଥା

କିବା ଲାଭଥିଲା ଅନ୍ତରରେ କାନ୍ଦି

ଅନ୍ୟ ଆଗେ ହସିବାର

ଦୁଃଖତ ସରେନା କିବା ଲାଭ ମିଳେ

ଆଖି ଲୁହ ମୋର ଢାଳିବାରେ,,,,

ପାନି ପରି ଝରଇ ଝରଣା ମୋର

ଅବୁଝା ମନକୁ ବୁଝେଇ ପାରୁନି

ବୁଝେଇ ଦେବ କି ମୋତେ

ଅଧା ବାଟରେ ଛାଡି ଚାଲିଗଲ ?

ଭୂଲିଗଲ ମୋତେ ?


ବଳରାମ ତରାଇ

ଖୋର୍ଦ୍ଧା

୯୯୩୭୦୧୪୬୪୬


Rate this content
Log in

Similar oriya poem from Tragedy