ଝିଅ ଓ ନାଲି ରଂଗ
ଝିଅ ଓ ନାଲି ରଂଗ
1 min
6.8K
ଝିଅ ଓ ନାଲି ରଂଗ
ଚୁଡିଟି ନାଲି
ଶାଢୀ ବି ନାଲି
ନାଲିଆ ଓଠ ତା'ର,
ନାଲି ହସଟି
ଭାରି ସାଜଇ
ମଥାରେ ନାଲି ସିନ୍ଦୂର ।
ଲାଲି ବଧୂଲି
କରିଲେ ଲାଜ
ଗାଲରେ ପଡେ ନାଲି,
ଲୁହ ଆଖିଟି
ନାଲିଆ ପଡେ
ଅଭିମାନିନୀ ବୋଲି। ।
Jyotirmayee Sinha
Sundargramgirls high school
Cuttack