Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେମଯୋଗୀ
ପ୍ରେମଯୋଗୀ
★★★★★

© Manas Panda

Others

1 Minutes   6.6K    3


Content Ranking

ପ୍ରେମଯୋଗୀ

ମାନସ ରଂଜନ ପଣ୍ଡା

ତୁମ କବରୀର            କୋମଳ କିମିଆଁ

କଲା ମୋତେ କଳଂକିତ,

ତୁମ ଚାହାଣୀର           ଚହଲା ନଜରେ

ଚୋରି ହେଲା ମୋର ଚିତ୍ତ ।

 

ପ୍ରେମର ରାଗିଣୀ         ଗାଇଲି କେବଳ

ହାତରେ ଖଞଣୀ ଧରି,

ଖରା କି କାକର        ସେଇ ଗୋଟେ ସୁର

ଓଠ ଧାରେ ଯାଏ ଝରି,

ବେଦରଦୀ ଏଇ            ଦୁନିଆ ଦାଂଡରେ

ପ୍ରେମଯୋଗୀ ଟିଏ ମୁଁ ତ ॥

 

ଭୁଲି ମୁଁ ଯାଇଛି          ନିଜ ରୂପ ଭେକ

ନିଆରା ଜୀବନ ମୋର,

ଶୟନେ ସ୍ୱପନେ            ଅବା ଜାଗରଣେ

ଶୁଭେ ତୁମ ମିଠା ସୁର ।

ଅଳପ ଆୟୁଷ          ସରୁଛି ବୟସ

           ପ୍ରେମ ଟିକେ ଦିଅ ମିତ ॥          

    

 

 

 

 

 

 

 

 

 

 

 

 

 

 

 

ପ୍ରେମଯୋଗୀ

Rate the content


Originality
Flow
Language
Cover design

Comments

Post


Some text some message..