Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Abstract

4.1  

Sukanti Hotta

Abstract

ଅନୁତାପର ଶୀତଳ ସ୍ବର୍ଶ

ଅନୁତାପର ଶୀତଳ ସ୍ବର୍ଶ

1 min
230


ଭୁଲକରି ଯିଏ ଅନୁତାପ କରେ

ଦୋଷ ମୁକ୍ତ ସିଏ ହୁଏ

ଭୁଲ କରି ଯିଏ ଠିକ ବୋଲି ଭାବେ

ଦୋଷୀରେ ଗଣିତ ହୁଏ l


ଅନୁତାପର ଶୀତଳ ସ୍ବର୍ଶ

ଅନୁଭବ ଯେ କରେ

ଶାନ୍ତିରେ ସେ ଜୀବନ ବିତାଇ

ସଭିଙ୍କୁ କ୍ଷମା କରେ l


ଅନୁତାପ କରି ବାରମ୍ବାର ଯିଏ

ଭୁଲ ଜୀବନେ କରେ

ତା'ଠାରୁ ମୂର୍ଖ ଦୁନିଆରେ ନାହିଁ

ଦୁଃଖରେ ଜୀବନ ଭରେ l



Rate this content
Log in

Similar oriya poem from Abstract