Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Romance Tragedy

2  

Tapan Dixit

Romance Tragedy

ପ୍ରେମ ଅନୁକମ୍ପା

ପ୍ରେମ ଅନୁକମ୍ପା

1 min
1.4K


ଗଜରା ମହକେ ତୁମ

ସ୍ୱପ୍ନ ଝୁଲି ପଡେ,

ହୃଦୟଟା ଜୋରାଜୋରି କରେ

ଆଖିରେ ଆଖିଏ ନିଦ

ରାତ୍ରୀ ଆଜି ନପୁଂସକ....

ତୁମର ସେ ପ୍ରତାରଣା ପରେ,

ଅଭିଶପ୍ତ ଅଭିସାର ନେଇ

ଆଉ ବା କାହିଁକି ଆସ 

ସବୁ କିଛି ସରିଯିବା ପରେ,

ହୃଦୟର ଦାହ ପରେ

ଦହନର ପ୍ରହସନ କିମ୍ପା ?

ଇଏ କ'ଣ 

ତୁମର ସେ ......

ଆଉଥରେ ପ୍ରେମ ଅନୁକମ୍ପା ?

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ଦୁରାଭାଷ:9537400744

ଜୋରାଜୋରି:ହିନ୍ଦି :ବଳପ୍ରୟୋଗ କରିବା


Rate this content
Log in

Similar oriya poem from Romance