Audio

Forum

Read

Contests

Language


Write

Sign in
Wohoo!,
Dear user,
ସମର୍ପଣ
ସମର୍ପଣ
★★★★★

© Dr. Diptiranjan Behera

Others

1 Minutes   1.1K    5


Content Ranking

ବଦଳିଲା ପରିଭାଷା 

ଜୀବନର ମୋର 

ମୋ ହାତେ ତୋ ହାତ 

ଯେବେ ଦେଲୁ ତୋର ||

 

ଗଢ଼ିଛି ମୁଁ ନୀଡ଼ ଟିଏ

ଏବେ ନୂଆ କରି

ଝଡ ଝଞ୍ଜା ପାରି ହେବା

ହାତେ ହାତ ଧରି ||

ବଦଳିଲା ପରିଭାଷା ହାତ

Rate the content


Originality
Flow
Language
Cover design

Comments

Post


Some text some message..