Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Tragedy

2  

Sasmita Acharya

Tragedy

ସ୍ବପ୍ନର ପସରା

ସ୍ବପ୍ନର ପସରା

1 min
1.5K


ପ୍ରତିକ୍ଷଣ ତୁମେ ଦେଉଥିବା

ଦୁଇ ଧାର ଲୁହ ଭିତରେ ବି

ନିରସ ଦୁଇ ଆଖି

ହୋଇ ପାରୁନି ଦିଗହରା ,,

ନିର୍ଜନ କୋଠରୀର ଦିପ୍ ଦିପ୍

ଦୀପ ଶିଖାଟି ବି ସାନ୍ତ୍ବନା ଦେଉଛି

କେଉଁ ଏକ ସକାଳର ସୂର୍ଯ୍ଯ

ଧରି ଆସିବ ସେଇ ତୋ ସ୍ବପ୍ନର ପସରା…||


Rate this content
Log in

Similar oriya poem from Tragedy