ସମ୍ପର୍କ
ସମ୍ପର୍କ
1 min
487
କଥା ଦିଅ ହାତ
ବିଶ୍ୱାସେ ଚାଲିବା ପାଦ ଚାରି
ସବୁଜ ସଂସାରଟିଏ ଦେବା ଗଢି
ଧରି ହାତେ ବର୍ଣ୍ଣାଳୀର ତୁଳୀ।
କଥା ଦିଅ ହାତ
ବିଶ୍ୱାସେ ଚାଲିବା ପାଦ ଚାରି
ସବୁଜ ସଂସାରଟିଏ ଦେବା ଗଢି
ଧରି ହାତେ ବର୍ଣ୍ଣାଳୀର ତୁଳୀ।