Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାବର ଠାକୁର
ଭାବର ଠାକୁର
★★★★★

© Susil Pani

Inspirational Fantasy

6 Minutes   7.0K    4


Content Ranking

            ଜୟ ଜଗନ୍ମାଥ

            ***********

ଭାବକୁ ନିକଟ ଅଭାବକୁ ଦୂର ।

           ତୁମେ ମହାପ୍ରଭୂ ଜଗତ ଠାକୁର ।।

ଭାବଥିଲେ ସିନା ଭକତି ଆସଇ ।

           ଅଭାବରେ ତୁମେ କାହୁଁ ମିଳିବଇଁ ।।

ଅସାର ସଂସାରେ ତୁମେ ଏକା ସାର ।

            ଆହେ ଜଗବନ୍ଧୁ ଭକତ ବଞ୍ଛଳ ।।

ଦିନବନ୍ଧୁ ଦଇତାରି ନାମ ବହି ।

          ରକ୍ଷା କରିଅଛ କେତେ ଭକ୍ତ ତହିଁ ।।

ବୃଦ୍ଧ ଅଜାମ୍ବିଳ ମରଣ କାଳେ ଡାକିଲା ।

        ତାକୁ ସ୍ଥାନ ଦେଲ ବୈକୁଣ୍ଠରେ ଭଲା ।।

ଜାରା ଶବର ଯେ ତୁମେ ଶର ବିଧ କଲା ।

     ପିତା ବଦ୍ଧ ପ୍ରତିଶୋଧ ବାଳିର ସେ ନେଲା ।।

ତ୍ରେତୟାରେ ଦେଇଥିବା ବଚନ 

                ଦ୍ଵାପରରେ ହେଲା ପୂ୍ର୍ଣ୍ଣ ।

ତୁମେ ସେହି ଜଗନ୍ମାଥ ଜଗତ ଜୀବନ।।

@ ସୁସିଲ୍ ପାଣି ,ପୁରୀ ।

ମୋବାଈଲ ନଂ-8895094768

Susilpani2010@gmail.com

ମହାପ୍ରଭୂ ଜାରା ଜଗନ୍ମାଥ ଜଗତ ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..