Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ମୃଗନୟନୀ

ମୃଗନୟନୀ

1 min
6.6K


ଯେତେବେଳେ ଆସି ତୁମେ

ଛିଡା ହୁଅ ସାମ୍ମନ୍ନାରେ

ଛାତିଟା କ'ଣ ହେଇଯାଉଛି

ଏ ତ ତୁମ ଭୁଲ ନୁହେଁ,

ଭୁଲ ଥିଲା ତ ତୁମ ଚପଳା ନୟନର,

ଯେଉଁଥିପାଇଁ ଥିଲା ଭୟ ମୋର

କାଳେ ତାହା ହୋଇ ଯାଇପରେ ଏମିତି

ତମେ ଦେଖନା ଆଉ,

ତୁମକୁ ଛାତିରେ ଲଗାଇନେବି

ହୃଦୟରେ ତୁମକୁ ଲୁଚାଇ

ତମକୁ ତୁମଠାରୁ ଚୋରାଇନେବି,

କହୁଥିବା ଅକୁହାକଥା

ମନକୁ କେମିତି କରିବି ମନା,

ତୁମ ଆଡକୁ ବଢୁଥିବା ପାଦକୁ

କେମିତି ରୋକିବି କୁହ,

ତୁମ ସହ ରହି ବିଚଳିତ ହେଲେ ବି

ମନକୁ ମିଳୁଛି ଆରାମ,

ତୁମ ନୟନ ଯୁଗଳରେ ବୁଡି

ମିଳୁଛି ଭାସି ଯାଉଥିବା ସୁଅମୁହଁର ପତ୍ରକୁ ସାହାରା,

ଯେଉଁଥିପାଇଁ ଥିଲା ଭୟ ମୋର,

କାଳେ ତାହା ହୋଇ ଯାଇପାରେଏମିତି

ତୁମେ ଦେଖନା ମତେ

ଛାତିଟା କ'ଣ ହେଇଯାଉଛି,

ତମକୁ ତମଠାରୁ ଚୋରାଇନେବି,

ଛାତିରେ ଲଗାଇନେବି, "ମୃଗନୟନୀ" ।


Rate this content
Log in