Audio

Forum

Read

Contests

Language


Write

Sign in
Wohoo!,
Dear user,
ମୃଗନୟନୀ
ମୃଗନୟନୀ
★★★★★

© Ram Prasad Bisoi

Others

1 Minutes   6.6K    6


Content Ranking

ଯେତେବେଳେ ଆସି ତୁମେ

ଛିଡା ହୁଅ ସାମ୍ମନ୍ନାରେ

ଛାତିଟା କ'ଣ ହେଇଯାଉଛି

ଏ ତ ତୁମ ଭୁଲ ନୁହେଁ,

ଭୁଲ ଥିଲା ତ ତୁମ ଚପଳା ନୟନର,

ଯେଉଁଥିପାଇଁ ଥିଲା ଭୟ ମୋର

କାଳେ ତାହା ହୋଇ ଯାଇପରେ ଏମିତି

ତମେ ଦେଖନା ଆଉ,

ତୁମକୁ ଛାତିରେ ଲଗାଇନେବି

ହୃଦୟରେ ତୁମକୁ ଲୁଚାଇ

ତମକୁ ତୁମଠାରୁ ଚୋରାଇନେବି,

କହୁଥିବା ଅକୁହାକଥା

ମନକୁ କେମିତି କରିବି ମନା,

ତୁମ ଆଡକୁ ବଢୁଥିବା ପାଦକୁ

କେମିତି ରୋକିବି କୁହ,

ତୁମ ସହ ରହି ବିଚଳିତ ହେଲେ ବି

ମନକୁ ମିଳୁଛି ଆରାମ,

ତୁମ ନୟନ ଯୁଗଳରେ ବୁଡି

ମିଳୁଛି ଭାସି ଯାଉଥିବା ସୁଅମୁହଁର ପତ୍ରକୁ ସାହାରା,

ଯେଉଁଥିପାଇଁ ଥିଲା ଭୟ ମୋର,

କାଳେ ତାହା ହୋଇ ଯାଇପାରେଏମିତି

ତୁମେ ଦେଖନା ମତେ

ଛାତିଟା କ'ଣ ହେଇଯାଉଛି,

ତମକୁ ତମଠାରୁ ଚୋରାଇନେବି,

ଛାତିରେ ଲଗାଇନେବି, "ମୃଗନୟନୀ" ।

ମୃଗନୟନୀ

Rate the content


Originality
Flow
Language
Cover design

Comments

Post


Some text some message..