Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

0  

Geeta Sarangi

Inspirational

ଜୀବନ ଗୀତା-୨୫୮

ଜୀବନ ଗୀତା-୨୫୮

6 mins
134


ଜୀବନର କ୍ଷତ କେବେ

ଶୁଖିଯାଏ ନାହିଁ

ଉଖାରିଲେ ଧାରଧାର

ରକ୍ତ ଯାଏ ବହି ॥୦॥

ଏମିତି ତ ଛୋଟବଡ

କେତେ କ୍ଷତ ହୁଏ

ଗୋଟିଏ ଗଭୀର କ୍ଷତ

କଞ୍ଚା ରହିଯାଏ

ଭୀଷଣ ଦରଜ ଲାଗେ

ଛୁଇଁଦେଲେ କେହି ॥୧॥

କ୍ଷତ ସିନା ଶୁଖିଯାଏ

ଚିହ୍ନ ରହିଯାଏ

ସେଇ ଚିହ୍ନ କ୍ଷତ କଥା

ଭୂଲାଇ ନଦିଏ

ଅତୀତ ଯାତନା କଥା

ଦେଉଥାଏ କହି ॥୨॥


Rate this content
Log in